ପ୍ରଧାନମନ୍ତ୍ରୀ ପୂର୍ଣ୍ଣ କଲେ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ
ଅଯୋଧ୍ୟା, 22 ଜାନୁୟାରୀ-ସୋମବାର ଅଭିଜିତ ମୁହୂର୍ତ୍ତରେ ଶ୍ରୀରାମଲଲା ନିଜର ଦିବ୍ୟ ଓ ଭବ୍ୟ ମନ୍ଦିରରେ ବିରାଜମାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଦିକ ବିଧିବିଧାନରେ ସଂକଳ୍ପ ନେଇ ଗତ 7ଦିନ ଧରି ଚାଲିଥିବା ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନକୁ ସମ୍ପୂର୍ଣ୍ଣ କରିଛନ୍ତି । ପ୍ରାଣ ପ୍ରତିଷ୍...