-ଡ. ସମନ୍ୱୟ ନନ୍ଦ -
ୟୁପିଏ ଶାସନକାଳରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିବା ଏକେ ଅଂଟୋନୀ ନିଜେ ସ୍ୱୀକାର କରିଥିଲେ ଯେ ଭାରତ ସରକାର ତାର ସୀମାବର୍ତୀ ଅଂଚଳ ମାନଙ୍କରେ ଭିତିଭୂମିର ବିକାଶ ଜାଣି ଶୁଣି କରୁ ନାହିଁ । ଏହାର ସେ କାରଣ ମଧ୍ୟ ଦର୍ଶାଇଥିଲେ । ସେ କହିଥିଲେ ଯେ ଯଦି ଭାରତ ତାର ସୀମାବର୍ତୀ ଅଂଚଳ ମାନଙ୍କରେ ରାସ୍ତା, ପୋଲ ହେଲିପ...