ଭୁବନେଶ୍ୱର, 1 ଡିସେମ୍ବର ଖୁବ୍ ଶୀଘ୍ର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଯୋଜନା ଲାଗୁ କରାଯିୂ । ଖୁବ୍ ଶୀଘ୍ର ଗୋପବନ୍ଧୁ ଆରୋଗ୍ୟ ଯୋଜନା ସହ ଆୟୁଷ୍ମାନ ଭାରତ ଯୋଜନା ମିଳିତ ଭାବେ ଏମଓୟୁ ସ୍ୱାକ୍ଷର ହେବ। ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଏହା ସହ ସାଢେ଼ 3 କୋଟି ଲୋକଙ୍କୁ ସ୍ଵତନ୍ତ୍ର କାର୍ଡ ଦିଆଯିବ। କାଶ୍ମୀର ରୁ କନ୍ୟାକୁମାରୀ ପର୍ଯ୍ୟନ୍ତ 27ହଜାର ହସ୍ପିଟାଲରେ ଏହାର ସୁଯୋଗ ପାଇବେ।ଏହି ଆର୍ଥିକ ବର୍ଷରେ ଲାଗୁ ହେବ ଏହି ଯୋଜନା। ।