ଭୁବନେଶ୍ୱର, 21 ଅକ୍ଟୋବର– ପୋଲିସ ସ୍ମୃତି ଦିବସର ସୁବସରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି ଶହୀଦ ପୋଲିସ କର୍ମଚାରୀଙ୍କୁ ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପୋଷ୍ଟରେ ଦେଶର ଜନସାଧାରଣଙ୍କ ସୁରକ୍ଷା ଓ ଶାନ୍ତି ନିମନ୍ତେ ନିଜ ପ୍ରାଣ ବଳିଦାନ କରିଥିବା ସାହସୀ ଶହୀଦମାନଙ୍କ ପ୍ରତି ତାଙ୍କର କୃତଜ୍ଞତା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, "ଏହି ପୋଲିସ ସ୍ମୃତି ଦିବସରେ ଆମେ ସେମାନଙ୍କୁ ସ୍ମରଣ କରିବା, ଯେଉଁମାନେ ଆମର ସୁରକ୍ଷା ପାଇଁ ପାଇଁ ସବୁଠାରୁ ବଡ଼ ବଳିଦାନ ଦେଇଛନ୍ତି। ସେମାନଙ୍କ ସାହସ ଓ ସମର୍ପଣ ପାଇଁ ସେମାନେ ଚିରଦିନ ପାଇଁ ଆମ ହୃଦୟରେ ରହିବେ ।